Loading...
ଯାତାୟାତର ନିୟମ ଏବଂ ବିନିୟମ, ଏବଂ ଯାତାୟାତ ସନ୍କେତ ଭଳିଆ ବିଷେସ ପରୀକ୍ଷାରେ ସମିଲିତ କରାଜଈଛି ।
ପରୀକ୍ଷାରେ କ୍ରମମୁକ୍ତ ରୁପରେ 20 ଟା ପ୍ରଶ୍ନ ପଚାରଜିବ, ଯେହାଭିତରେ ପରୀକ୍ଷାରେ ଉତିର୍ନ ହେବା ପାଈ 12 ପ୍ରଶ୍ନର ସଥିକ ଉତ୍ତର ଦେବା ଜରୁରି ଅଟେ ।
ପ୍ରତେକ ପ୍ରଶ୍ନର ଉତ୍ତର ଦେବା ପାଈ 30 ସେକେନ୍ଡ୍ ଦିଆଜିବ ।